ବୁଣ ାଳୀର ଦୃ ଷାଟ ମାଥ ଉ ି ୧୩:୧-୨୩ 1 ସେହି ଦିନ ଯୀଶୁ ଘରୁ ବାହାରି ଯାଇ ହଦ କୂଳସର ବେି ସେ। \v 2 ଆଉ ତାହାଙ ନିକଟସର ଏସତ ସୋକ ଏକତ ସହସେ ସଯ, ସେ ସୋାଟିଏ ସନକକାସର ଯାଇ ବେି ସେ, ପୁଣି େମସ ସୋକ କୂଳସର ଠିଆ ସହସେ। \v 3 ସେ ଦୃ ଷାଟସର ସେମାନଙୁ ଅସନକ କଥା କହିସେ, ସଦଖ, ଜସଣ ଚାଷୀ ବିହନ ବୁ ଣବ ି ାକୁ ବାହାରି ୋ; 4 ସେ ବୁ ଣବ ି ା େମୟସର କିଛି ବିହନ ରାସା କଡସର ପଡିୋ, ଆଉ ପକୀମାସନ ଆେି ସେେବୁ ଖାଇସଦସେ। 5 ଆଉ କିଛି ବୀଜ ପଥୁରିଆ ଜାୋାସର ପଡିୋୋ, ସେଠାସର ଯସଥଷ ମାଟି ନ ଥ ିୋ, ମାଟି ୋଭୀର ନ ଥ ିବାରୁ ବୀଜୋୁଡିକ ଶୀଘ ୋଜା ସହାଇୋୋ। \v 6 କିନ େୂଯଯ୍ ଉଠସଟ ସେୋୁଡିକ ସପାଡିୋୋ, ଏବଂ ସଚର ନ ଥ ିବାରୁ ଶୁଖ ିୋୋ। \v 7 ଆଉ ସକସତକ କଣା ବୁ ଦାସର ପଡିୋ, ଓ କଣା ବୁ ଦା ବଢି କଣା ଚାପସର ଚାପି ପକାଇୋ; \v 8 କିନ ଅନଯ ସକସତକ ଭେ ମାଟିସର ପଡିୋ, ଆଉ ସକସତକ ଶହ ୋୁଣ, ସକସତକ ଷାଠିଏ ୋୁଣ ଓ ସକସତକ ତିରିଶ ୋୁଣ ଫଳ ଫଳିୋ। 9 ଯାହାର ଶୁଣବ ି ାକୁ କାନ ଅଛି, ସେ ଶୁଣ। ଁ ି ଦୃ ଷାଟ ଦାରା ସେମାନଙୁ କଥା କହୁ ଅଛଟି ? \v 10 ପୁଣ,ି ଶିଷଯମାସନ ଆେି ତାହାଙୁ କହିସେ, ଆପଣ କାହିକ \v 11 ସେ ସେମାନଙୁ ଉତର ସଦସେ, କାରଣ ସୋ୍ରାଜଯର ନିୋଢ ୂ ବିଷୟ ଜାଣିବା ପାଇ ଁ ତୁ ମମାନଙୁ ଦିଆଯାଇଅଛି, କିନ ସେମାନଙୁ ଦିଆଯାଇ ନାହି।ଁ \v 12 କାରଣ ଯାହାର ଅଛି, ତାହାକୁ ଦିଆଯି ବ, ଆଉ ତାହାର ପଚୁ ର ସହବ; କିନ ଯାହାର ନାହି,ଁ ତାହାର ଯାହା ଅଛି, ତାହା ମଧ ତାହାଠାରୁ ନିଆଯି ବ। \v 13 ସତଣୁ ମ ଁୁ ସେମାନଙୁ ଦୃ ଷାଟସର କହୁ ଅଛି , କାରଣ ସେମାସନ ସଦଖଟି, ସଦଖଟି ନାହିଁ ଏବଂ ଶୁଣଟି, ଶୁଣଟି ନାହି,ଁ କିମା୍ ବୁ ଝଟି ନାହି।ଁ 14 ଆଉ ଯି ଶାଇୟଙ ଭାବବାଣୀ ସେମାନଙଠାସର େଫଳ ସହାଇଅଛି, ଯଥା, ତୁ ସମମାସନ ଶୁଣି ଶୁଣବ ି , କିନ ବୁ ଝବ ି ନାହିଁ; ଏବଂ ସଦଖ ିବ, କିନ ଜାଣିବ ନାହି।ଁ
1
15 କାରଣ ଏହି ସୋକଙର ହୃ ଦୟ ଜଡ ସହାଇଅଛି, ସେମାନଙ କାନ ଜଡ ସହାଇଅଛି, ଏବଂ ସେମାସନ ନିଜ ନିଜ ଆଖ ି ବୁ ଜିଅଛଟି, ସଯପରି ସେମାସନ ଆଖ ିସର ସଦଖ ିସବ ନାହିଁ, କାନସର ଶୁଣସ ି ବ ନାହି,ଁ ଏବଂ ହୃ ଦୟସର ବୁ ଝସ ି ବ ନାହି,ଁ ପୁଣ,ି ସଫରି ଆେି ସବ ନାହି,ଁ ଆଉ ମ ଁୁ ସେମାନଙୁ େୁସ କରି ବି ନାହି।ଁ 16 କିନ ତୁ ମର ଆଖ ି ଧନଯ, କାରଣ ତୁ ମର ଆଖ ି ବୁ ଝୁଛ। ତୁ ମର କାନ ଧନଯ, କାରଣ ତୁ ମର କଥା ଶୁଣଛ ୁ । \v 17 କାରଣ ମ ଁୁ ତୁ ମମାନଙୁ େତଯ କହୁ ଅଛି, ତୁ ସମମାସନ ଯାହା ସଦଖୁଛ, ତାହା ସଦଖ ିବା ପାଇ ଁ ଅସନକ ଭାବବାଦୀ ଓ ଧାମ୍ କ ବଯୟି ଇଚା କରି ଥ ିସେ, କିନ ସଦଖ ି ପାରି ସେ ନାହିଁ, ଏବଂ ତୁ ସମମାସନ ଯାହା ଶୁଣଛ ୁ , ତାହା ଶୁଣି ପାରି ସେ ନାହି।ଁ \v 18 ସତଣୁ ବୁ ଣାଳୀର ଦୃ ଷାଟ ଶୁଣ। 19 "ସଯଉ ଁ ସୋକ ସେ ରାଜଯର େୁେମାଚାର ଶୁସଣ, କିନ ତାହା ବୁ ଝି ପାସର ନାହି,ଁ ସେ ଶୟତାନ ଆସେ ଓ ତା ହୃ ଦୟସର ଯାହା ବୁ ଣା ଯାଇଥ ିୋ, ତାହା ସନଇଯାଏ। ଏ ସହଉଛି ରାସା ପାଖସର ବିହନ ପାଇଥ ିବା ସୋକ।" 20 କିନ ସଯଉ ଁ ସୋକ ପଥୁରିଆ ଜାୋାସର ବୁ ଣଥ ି ିୋ, ସେ ସୋକପରି , ସଯ େୁେମାଗ୍ର ଶୁସଣ ଏବଂ ଆନନର େହିତ ତାହା େସ୍ େସ୍ ଗହଣ କରି ନିଏ। 21 କିନ ସେ ନିଜ ଭି ତସର ମୂଳ ନ ପାଇ କିଛି େମୟ ପାଇ ଁ ସାୟୀ ହୁ ଏ; କାରଣ ବାକଯ ସହତୁ ଦୁ ଃଖ କିମା୍ ତାଡନା ଆେି ସେ ସେ ଥରକୁ ଥର ବିଘ ପାଏ। \v 22 ଆଉ ସଯ କଣକଭୂମି ସର ବୀଜ ପାଇୋ, ସେ ସେହି ସୋକ ସଯ ବାକଯ ଶୁସଣ, କିନ େଂୋରର ଚିଟା ଏବଂ ଧନର ପବରନା ବାକଯକୁ ଚାପି ପକାଏ ଓ ସେ ଫଳହୀନ ହୁ ଏ। \v 23 କିନ ସଯ ଭେ ଭୂମି ସର ବିହନ ପାଇୋ, ସେ ସେହି ସୋକ, ଯି ଏ ବାକଯ ଶୁସଣ, ବୁ ସଝ, ଏବଂ ଫଳ ମଧ ଫସଳ, ସକକଣେି ଶହ ୋୁଣ, ସକକଣେି ଷାଠିଏ ୋୁଣ, ସକକଣେି ତିରିଶ ୋୁଣ।
ମାକ୍ 4:1-20 \c 4 \p \v 1 ସେ େମୁଦକୂଳସର ପୁନବ୍ାର ଶିକା ସଦବାକୁ ୋୋି ସେ, ଆଉ ଏସତ ଅଧ ିକ େଂଖଯକ ସୋକ ତାହାଙ ନିକଟସର ଏକତ ସହସେ ସଯ, ସେ େମୁଦସର ଥ ିବା ସୋାଟିଏ ସନକକାସର ଯାଇ ବେି ସେ, ଆଉ େମସ ସୋକ େମୁଦକୂଳସର ସଳସର ରହିସେ। 2 ଯୀଶୁ ଦୃ ଷାଟସର ସେମାନଙୁ ଅସନକ ବିଷୟ ଶିକା ସଦବାକୁ ୋୋି ସେ, ପୁଣ,ି ଆପଣା ଶିକାସର ସେମାନଙୁ କହିସେ, 3 ଶୁଣ; ସଦଖ, ଜସଣ ବୁ ଣାଳୀ ବୀଜ ବୁ ଣବ ି ାକୁ ବାହାରି ୋ। \v 4 ସେ ବୁ ଣ ୁ ବୁ ଣ ୁ ସକସତକ ବାଟ ପାଖସର ପଡିୋ, ଆଉ ଆକାଶର ପକୀମାସନ ଆେି ସେୋୁଡିକ ଖାଇୋସେ। 5 ଆଉ ସକସତକ ପଥୁରିଆ ଭୂଇସର ଁ ପଡିୋ, ସଯଉଠାସର ଁ ବହୁ ତ ମାଟି ନ ଥ ିୋ, ଆଉ ମାଟି ୋଭୀର ନ ଥ ିବାରୁ ତାହା ଶୀଘ ୋଜା ସହାଇୋୋ। \v 6 କିନ େୂଯଯ୍ ଉଠସଟ ତାହା ଜଳିୋୋ, ପୁଣ,ି ସଚର ନ ଥ ିବାରୁ ଶୁଖ ିୋୋ। \v 7 ଆଉ ସକସତକ କଣାୋଛ ମଧସର ପଡିୋ, ପୁଣି କଣାୋଛୋୁଡିକ ବଢି ତାକୁ ଚାପି ପକାଇୋ ଏବଂ ସକକଣେି ଫଳ ଫଳିୋ ନାହି।ଁ \v 8 ଆଉ ସକସତକ ଭେ ମାଟିସର ପଡିୋ, ଆଉ ୋଜା ସହାଇ ବଢି ଉଠି ତିରିଶ ୋୁଣ, ଷାଠିଏ ୋୁଣ ଓ ଶଏ ୋୁଣ ଫଳ ଫଳିୋ। 9 ପୁଣ,ି ସେ ସେମାନଙୁ କହିସେ, ଯାହାର ଶୁଣବ ି ାକୁ କାନ ଅଛି, ସେ ଶୁଣ।ୁ \v 10 ସେ ଏକାକୀ ଥ ିବା େମୟସର ତାହାଙ ଦାଦଶ ଶିଷଯମାନଙ େହିତ ତାହାଙ େ୍ୀମାସନ ତାହାଙୁ ଦୃ ଷାଟୋୁଡିକ ପଚାରି ବାକୁ ୋୋି ସେ। \v 11 ସେଥ ିସର ସେ ସେମାନଙୁ କହିସେ, ଈଶରଙ ରାଜଯର ନିୋଢ ୂ ତତ ଜାଣିବା ନିମସଟ ତୁ ମମାନଙୁ ଶୟି ଦିଆଯାଇଅଛି, କିନ ବାହାର ସୋକମାନଙୁ େମସ ବିଷୟ ଦୃ ଷାଟସର କୁହାଯାଉଅଛି। 12 ସଯପରି ସେମାସନ ସଦଖୁ ସଦଖୁ ବୁ ଝସ ି ବ ନାହି,ଁ ଏବଂ ଶୁଣ ୁ ଶୁଣ ୁ ବୁ ଝସ ି ବ ନାହି,ଁ କାସଳ ସେମାସନ ସଫରି ଆେି ସବ ଓ କମା ପାଇସବ। \v 13 ପୁଣ,ି ସେ ସେମାନଙୁ କହିସେ, ତୁ ସମମାସନ ଏହି ଦୃ ଷାଟ ବୁ ଝୁ ନାହ ଁ ? ସତସବ କିପରି େମସ ଦୃ ଷାଟ ବୁ ଝବ ି ? 14 ବୁ ଣାଳି ସୋକମାନଙ ମନ ମଧ ିଅସର ପରସମଶରଙ ଉପସଦଶ ବୁ ଣଥ ୁ ିବା ସୋକ ଭଳି। 2
\v 15 ଆଉ ସଯଉମାସନ ଁ ଶୁଣଟି, ପୁଣି ଶୁଣବ ି ାକଣି ଶୟତାନ ଆେି ସେମାନଙ ହୃ ଦୟସର ବୁ ଣାଯାଇଥ ିବା ବାକଯ ହରଣ କରି ନିଏ, ସେମାସନ ବାକଯ ବୁ ଣାଯାଇଥ ିବା ବାଟ ପାଖ ପାଶ୍ସର ଥ ିବା ସୋସକ। 16 ଆଉ ସକସତକ ସୋକ ପଥୁରିଆ ଭୂମି ସର ବୁ ଣା ଯାଇଥ ିବା ବୀଜ ଭଳି, ସଯଉମାସନ ଁ ବାକଯ ଶୁଣବ ି ାକଣି ଆନନସର ତାହା ଗହଣ କରଟି। 17 କିନ ସେମାନଙ ହୃ ଦୟର ମୂଳ ନ ଥାଏ। ସେମାସନ ସକବଳ କିଛି େମୟ ପାଇ ଁ ସି ର ରୁହଟି। ପସର ସଯସତସବସଳ ବାକଯ େକାସଶ ଦୁ ଃଖ କିମା୍ ତାଡନା ଆସେ, ସେସତସବସଳ ସେମାସନ ତୁ ରଟ ବାଧା ପାଆଟି। \v 18 ଆଉ ସଯଉମାସନ ଁ କଣକମୟ ଭୂମି ସର ବୁ ଣାଯାଇଥ ିବା ସେହି ଅନଯ ସୋସକ, ସଯଉମାସନ ଁ ବାକଯ ଶୁଣଟି, 19 ପୁଣ,ି ୋଂୋରି କ ଚିଟା, ଧନ-େମତି ର ମାୟା ଏବଂ ଅନଯ େମସ ବିଷୟର ୋଳୋ ପସବଶ କରି ବାକଯକୁ ଚାପି ପକାଏ ଓ ତାହା ଫଳହୀନ ହୁ ଏ। \v 20 ଆଉ ସଯଉମାସନ ଁ ବାକଯ ଶୁଣି ତାହା ଗହଣ କରଟି ଏବଂ ତିରିଶ ୋୁଣ, ଷାଠିଏ ୋୁଣ ଓ ଶଏ ୋୁଣ ଫଳ ଫଳଟି, ସେମାସନ ବୁ ଣାଯାଇଥ ିବା ଉତମ ଭୂମି େଦୃ ଶ।
େୂ କ ୮:୪-୧୫ 4 ବହୁ େଂଖଯକ ସୋକ ଆେି ଜମା ହାଇସୋସେ। ସପତଯକକ ନୋରରୁ ସୋସକ ଯୀଶୁଙ ପାଖକୁ ଆେି ସେ। ଯୀଶୁ ଦୃ ଷାଟ ମାଧମ ସର େମାନସଙୁ କହିସେ: \v 5 ଜସଣ ବୁ ଣାଳୀ ବିହନ ବୁ ଣବ ି ାକୁ ବାହାରି ୋ, ଆଉ ସେ ବୁ ଣ ୁ ବୁ ଣ ୁ ସକସତକ ବାଟ ପାଖସର ପଡିୋ, ଆଉ ତାହା ଦଳି ଦିଆୋୋ, ଆଉ ଆକାଶର ପକୀମାସନ ସେୋୁଡିକୁ ଖାଇୋସେ। 6 ଆଉ ସକସତକ ପଥର ଉପସର ପଡିୋ, ପୁଣି ୋଜା ସହବା ମାସତ ଜଳ ଅଭାବରୁ ଶୁଖ ିୋୋ। \v 7 ଆଉ ସକସତକ କଣାୋଛୋଛ ମଧସର ପଡିୋ, ଆଉ କଣାୋଛୋଛୋୁଡିକ ତା' େହିତ ବଢି ତାକୁ ଚାପି ପକାଇୋ। \v 8 ଆଉ ସକସତକ ଭେ ମାଟିସର ପଡିୋ, ତାହା ୋଜା ସହାଇ ଶସହ ୋୁଣ ଫଳ ଫଳିୋ। ଏହି କଥା କହି ସେ ଉଚସରସର କହିସେ, ଯାହାର ଶୁଣବ ି ାକୁ କାନ ଅଛି, ସେ ଶୁଣ।ୁ 9 ତାହାଙ ଶିଷଯମାସେନ ତାହାଙୁ ପଚାରି ସେେ, "ଏହି ଦୃ ଷାଟର ଅଥ୍ କ'ଣ?" \v 10 ପୁଣି ସେ କହିସେ, ଈଶରଙ ରାଜଯର ନିୋଢ ୂ ବିଷୟ ଜାଣିବା ନିମସଟ ତୁ ମମାନଙୁ ଶୟି ଦିଆଯାଇଅଛି, କିନ ଅନଯମାନଙୁ ଦୃ ଷାଟସର ବଯବହାର କରାଯାଏ; ସଯପରି ସେମାସନ ସଦଖୁ ସଦଖୁ ନ ସଦଖଟି, ଏବଂ ଶୁଣି ବୁ ଝି ନ ପାରଟି। \v 11 ଦୃ ଷାଟ ଏହି: ବିହନ ଈଶରଙ ବାକଯ । 12 ସେଯଉ ଁ ବୀଜ ରାସା କଡ ସେର ପଡିଥ ିୋ, ତାହା ସେେହି ସେୋକମାନଙ ଭଳି, ସେଯଉମାସେନ ଁ ପସରମଶରଙ ବାକଯ ଶୁଣଟି, କିନ ତା'ସପର ଶୟତାନ ଆ ସେେ ତାହାଙ ହୃ ଦୟରୁ ଉସପଦଶ ବାହାର କରି ସେନଇଯାଏ। 13 ପଥର ଉପସର ଥ ିବା ସୋକମାସନ ସେହି, ସଯଉମାସନ ଁ ଶୁଣି ଆନନସର ବାକଯ ଗହଣ କରଟି, ଏବଂ ସେମାନଙର ମୂଳ ନ ଥ ିବାରୁ ସେମାସନ କିଛି େମୟ ବିଶାେ କରଟି, ପୁଣ,ି ପରୀକା େମୟସର ବିଘ ପାଆଟି। 14 ଆଉ ସଯଉ ଁ ବୀଜ କଣା ବୁ ଦାସର ପଡିଥ ିୋ, ତାହା ସେହି ସୋକ, ସଯଉମାସନ ଁ ଶୁଣଟି, କିନ ଚିଟା, ଧନ, ସଭାୋ ବିଳାେସର ବାଧାପାର ସହାଇ ଜୀବନର ଚିଟା, େମତି , ସଭାୋ ବିଳାେସର ବାଧାପାର ହୁ ଅଟି, ଏବଂ ଫଳ ଫଳି ନ ପାରଟି। 15 ଏବଂ ସଯଉ ଁ ବୀଜ ଭେ ମାଟିସର ପଡିଥ ିୋ, ତାହା ସେହି ସୋକମାନଙ ଭଳି, ସଯଉମାସନ ଁ ପରସମଶରଙ ଉପସଦଶ ସଚ ଓ ପବିତ ହୃ ଦୟସର ଶୁଣଟି, ତାହା ହୃ ଦୟସର ଗହଣ କରଟି, ଏବଂ ସଧରଯଯ୍ ପୂବକ ୍ ଉତମ ଫଳ ଫଳଟି।
3